View allAll Photos Tagged Report
Report form for air raid damage - unexploded bomb known as "Satan", 1940
Donation was a gift from an unknown donor
Churchkey/Layabout day party, Slim's Downtown Distillery, Hopscotch Music Festival, September 9, 2011
17 November 2009, Rome - Group photo of FAO volunteers working at the World Summit on Food Security, 16-18 November 2009, FAO Headquarters (Atrium).
After the 30,000 view peak of a few days ago, my views have gone back into the normal range of 5,000 or so on average. There were 5716 views yesterday, and so far today 3144. It was a bit weird to have so many a few days ago, but it turns out somebody decided to spend their day viewing all of my flickr pictures. While that is flattering, it's a shame it wasn't a paying client!
Image from 'Preliminary report on the Iron Ores and Coal Fields from the field work of 1872. With 190 illustrations ... and an atlas, etc', 002509392
Author: PUMPELLY, Raphael.
Page: 196
Year: 1873
Place: New York
Publisher:
Following the link above will take you to the British Library's integrated catalogue. You will be able to download a PDF of the book this image is taken from, as well as view the pages up close with the 'itemViewer'. Click on the 'related items' to search for the electronic version of this work.
Open the page in the British Library's itemViewer (page: 000196)
E tv Report about Dr Mihir ku Panda and National award
ମିହିର ପେଶାରେ ଜଣେ ଇଞ୍ଜିନିୟର ହୋଇଥିଲେ ବି ତାଙ୍କର ବିଜ୍ଞାନ ପ୍ରତି ରହିଥିବା ନିଶା ତାଙ୍କୁ ଦେଇଛି ଜାତୀୟ ପୁରସ୍କାର । ଏଥିସହ ତାଙ୍କ ନାଁରେ ଲିପିବନ୍ଧ ହୋଇଛି 25ଟି ରେକର୍ଡ । ମିହିର ଜଣେ ଯନ୍ତ୍ରୀ ଭାବେ ସରକାରୀ ଚାକିରୀ କରନ୍ତି । ମାତ୍ର ତାଙ୍କୁ ଜଣେ ଯନ୍ତ୍ରୀ ଠାରୁ ବୈଜ୍ଞାନିକ ଭାବେ ଅଧିକ ଲୋକ ଜାଣନ୍ତି । ତାଙ୍କର ନିଶା ଅତ୍ୟନ୍ତ ବିରଳ ।
ବୈଜ୍ଞାନିକ ହେବାର ଏହି ନିଶା ଏକ କଲିଂ ବେଲ ରୁ ହିଁ ଆରମ୍ଭ ହୋଇଥିଲା । ମିହିର ଛାତ୍ର ଥିବା ବେଳରେ 10 ଟଙ୍କା ଦେଇ କଲିଂବେଲଟିଏ ଲଗାଇବାକୁ ନଥିଲେ ସକ୍ଷମ । ଏଣୁ ସେ ନିଜସ୍ବ ବୁଦ୍ଧି କୌଶଳରେ ଏକ ଭଙ୍ଗା କଲିଂବେଲର ଅଂଶ ବିଶେଷ ସାଉଁଟି ନୂତନ ଭାବେ ତିଆରି କରିଥିଲେ । 1987 ମସିହାରେ ଇଞ୍ଜିନିୟରିଂ ପାସ କରିବା ପରେ ମିହିର ଟିଉସନ କରୁଥିଲେ । ସେତେବେଳେ ସେ ଚୁମ୍ବକ, କରତଗୁଣ୍ଡ, ସାବୁନ ଆଦିରେ ଶିକ୍ଷଣୀୟ ସାମଗ୍ରୀ ତିଆରି କରି ପିଲାମାନଙ୍କୁ ବୁଝାଉଥିଲେ ।
ମିହିରଙ୍କ ଏଭଳି ପାରିଦର୍ଶିତା ଦେଖି ତାଙ୍କର ଜଣେ ସାଙ୍ଗ ଏକ ପ୍ରକଳ୍ପ ତିଆରି ପାଇଁ ତାଙ୍କୁ କହିଥିଲେ । ମିହିରଙ୍କ ପ୍ରଥମ ପ୍ରକଳ୍ପ ଥିଲା ନିୟୁକ୍ଲିଅର ଏନର୍ଜି । ଯାହାକୁ ତିଆରି କରିବା ପରେ ସେ ତାଙ୍କ ସାଙ୍ଗକୁ ପ୍ରଦାନ କରିଥିଲେ । ଆଉ ସେହି ପ୍ରକଳ୍ପ ପରବର୍ତ୍ତୀ ସମୟରେ ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । ଏହାପରେ 1994 ଠାରୁ ବଦଳି ଯାଇଥିଲା ମିହିର ଙ୍କ ଜୀବନଶୈଳୀ । ବାହାର ଦୁନିଆ ଠାରୁ ଦୂରେଇ ରହି ମିହିର ଆରମ୍ଭ କରିଥଲେ ନିଜ ଜ୍ଞାନ ଓ କୌଶଳର ପ୍ରୟୋଗଶାଳା । ଆଜି ସେ ନିଜ ଘରେ ପ୍ରାୟ 10 ହଜାରରୁ ଊର୍ଦ୍ଧ୍ଵ ପ୍ରକାର ଜ୍ଞାନ କୌଶଳରେ ନିର୍ମିତ ପ୍ରକଳ୍ପ ତିଆରି କରି ରଖିଛନ୍ତି । ଯାହାକି ଆଜି ତାଙ୍କୁ ଦେଇଛି ନୂତନ ପରିଚୟ ।
ଦୀର୍ଘ 33 ବର୍ଷ ଧରି ମିହିରଙ୍କ ଏହି ସାଧନାର ପରିଣାମ ସ୍ୱରୂପ ଆଜି ତାଙ୍କ ଘରେ ସେ ନିର୍ମାଣ କରିଛନ୍ତି ସର୍ବ ବୃହତ ପ୍ରୟୋଗ ଶାଳା । ନିଜ ପ୍ରୟୋଗଶାଳାକୁ ଅଧିକ ଶାଣିତ କରିବା ପାଇଁ ମିହିର ନିଜର ସର୍ବସ୍ବ ଏଥିରେ ଲଗାଇଛନ୍ତି । ଆଜି ତାଙ୍କ ପ୍ରୟୋଗଶାଳାରେ ସେ ଡୁଆଲ ଫେସ ଫ୍ୟାନ, ବିଜୁଳି ପ୍ରଦାନକାରୀ ଫ୍ୟାନ, ଏକାସଙ୍ଗେ ମସଲା ବଟା, ପ୍ୟାଡଲ ଚାଳିତ ମେସିନ, ନଡିଆ କତା ଛଡ଼ାଇବା ମେସିନ, ଡିଜିଟାଲ ସେଫ ଲକର ଭଳି 50ଟି ନିଆରା ଉଦ୍ଭାବନ କରିଛନ୍ତି । ତାଙ୍କର ପ୍ରୟୋଗଶାଳା ଥରେ ଆଖିରେ ନଦେଖିଲେ କେହି ବି ବିଶ୍ବାସ କରି ପାରିବନି ଯେ ଏଭଳି ବି ଉଦ୍ଭାବନ ହୋଇପାରେ । ଖାଲି ସେତିକି ନୁହେଁ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ସେ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରିଥାନ୍ତି ।
ମିହିରଙ୍କ ଏଭଳି ନିଆରା ଉଦ୍ଭାବନ ପାଇଁ ସେ 250ରୁ ଉର୍ଦ୍ଧ୍ଵ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପାଖାପାଖି 25ଟି ବିଶ୍ବ ରେକର୍ଡ କରିବା ସହ ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । କେବଳ ସେତିକି ନୁହେଁ ଏଭଳି ନୂତନ ଉଦ୍ଭାବନ ଓ ବିଜ୍ଞାନକୁ ଲୋକପ୍ରିୟ କରାଉଥିବା ଯୋଗୁଁ ତାଙ୍କୁ ଏବେ ମିଳିଛି ଜାତୀୟ ପୁରସ୍କାର । ଭାରତର 6 ଜଣଙ୍କୁ ଏହି ଆୱାର୍ଡ ମିଳିଥିବା ବେଳେ ମିହିର ସେମାନଙ୍କ ଭିତରୁ ଜଣେ । ଦିଲ୍ଲୀରେ ରାଷ୍ଟ୍ରୀୟ ବିଜ୍ଞାନ ଦିବସ ଅବସରରେ ଓଡିଶାରୁ ମିହିର ଏହି ସର୍ବୋଚ୍ଚ ପୁରସ୍କାରରେ ପାଇଛନ୍ତି । ତାଙ୍କର ଏମିତି ଉଦ୍ଭାବନ ପାଇଁ ତାଙ୍କୁ ଓଡିଶାର ଆଇନଷ୍ଟାଇନ ଆଖ୍ୟା ମଧ୍ୟ ଦିଆଯାଉଛି ।
ଜଣେ ନୀରବ ଓ ପ୍ରସାର ବିହୀନ ବିଜ୍ଞାନ ସାଧକ ଭାବେ ପରିଚିତ ମିହିର ଏମିତି ଉଦ୍ଭାବନ ପାଇଁ ନିଜର ଜମିବାଡ଼ି ସୁଦ୍ଧା ବିକ୍ରି କରି ସାରିଲେଣି । ତାଙ୍କର ପ୍ରୟୋଗଶାଳାର ତଦାରଖ କରିବା ପାଇଁ ସେ କିଛି ଲୋକଙ୍କୁ ସେଠାରେ ନିୟୋଜିତ କରିଛନ୍ତି । ଏଥିପାଇଁ ସେମାନଙ୍କୁ ମିହିର ଦରମା ଦେଉଛନ୍ତି । ମିହିରଙ୍କ ଏମିତି ନିଶା ଓ ଉଦ୍ଭାବନକୁ ନେଇ ତାଙ୍କ ପୁଅ ମଧ୍ୟ ଆକୃଷ୍ଟ ହୋଇଛନ୍ତି । ଏଥିରେ ଅନୁପ୍ରଣୀତ ହୋଇ ଆଗକୁ ସେ ଏଭଳି ଉଦ୍ଭାବନ କରିବ ବୋଲି ଆଶା କରିଛନ୍ତି ।
ବିଜ୍ଞାନ କ୍ଷେତ୍ରରେ ମିହିରଙ୍କ ଯୋଗଦାନ ଓ ସାଧାରଣ ଲୋକଙ୍କ ପାଇଁ ତାଙ୍କ ଭେଟି ସତରେ ପ୍ରଂଶସନୀୟ ଓ ଶିକ୍ଷଣୀୟ । ତାଙ୍କ ଭଳି ନିଆରା ସ୍ରଷ୍ଟା, ବିଜ୍ଞାନ ଅନ୍ବେଷୀ ପାଇଁ ଗର୍ବିତ ଓଡିଶା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Jueves, 13 de agosto 2026
Jorge Vilches, jefe de Epidemiología, y Valentina Pino, coordinadora de la Campaña de Invierno, entregan Reporte Semanal de la Campaña de Invierno 2026.
Foto: Alejandra De Lucca V.
Google Chrome consumer report on-screen presentation with bespoke info-graphics - designed for Ipsos Mori
World Bank Moscow Office – Presentation of the Russian translation of the G3ict Report “Web Accessibility Policy Making: An International Perspective” ( Photo Credit: UNIC Moscow, 16 December 2010).
Campus Party Brasil 2010
Área Expo
Data: 25/01/2010
Local: São Paulo, Brasil
Foto: Cristiano Sant´Anna/indicefoto.com
Like if You Love to #Travel! I can plan the trip of a lifetime or your next great #vacation
JetBlue Boots Family Over Cake-The New York Daily News is reporting that JetBlue kicked a New Jersey family of four ...
www.besttravelagentonline.com/news/jetblue-boots-family-o...